Get Even More Visitors To Your Blog, Upgrade To A Business Listing >>

Class 6 Geography Chapter 1 Odia Medium MCQ

Boost your learning with Class 6 Geography Chapter 1 MCQs in Odia Medium. Enhance your understanding of key concepts through interactive multiple-choice questions tailored for effective comprehension

Q 1 . ତୁମ ଚାରିପଟେ ଯାହା ରହିଛି ତାହାକୁ —- କୁହାଯାଏ ?
A :ଵାରିମଣ୍ଡଳ
B : ପରିବେଶ
C : ପରିସଂସ୍ଥା
D : ଜୈବମଣ୍ଡଳ

Show Answer
Ans : ପରିବେଶ

Q 2 . ପରିବେଶ —– ପ୍ରକାର ଅଟେ ?
A : ଦୁଇ
B : ଚାରି
C :ଏକ
D : ତିନି Show Answer
Ans : ଦୁଇ

Q 3.ଗଛ , ପର୍ବତ, ଝରଣା, ଜୀବଜନ୍ତୁ ——- ପରିବେଶ ର ଉଦାହରଣ ?
A :ମାନବକୃତ ପରିବେଶ
B : ପ୍ରାକୃତିକ ପରିବେଶ
C : ମନୁଷ୍ୟକୃତ ପରିବେଶ
D : ମନୁଷ୍ୟ ପରିବେଶ
Show Answer
Ans : ପ୍ରାକୃତିକ ପରିବେଶ

Q 4- ରାସ୍ତାଘାଟ,କାର , ଡ୍ରେସ୍ —- ତିଆରି କରିଛି ?
A . ପ୍ରକୃତି
B . ମନୁଷ୍ୟ
C . ଭଗବାନ
D . କୌଣସିଟି ନୁହେଁ Show Answer
Ans : ପ୍ରକୃତି

Q 5 . ପୃଥିବୀର ଜଳ ,ସ୍ଥ ଳ , ବାୟୁ କୁ ନେଇ —– ଗଠିତ ?
A . ରାସାୟନିକ ପରିବେଶ
B.ଜୈବିକ ପରିବେଶ
C . ଭୌତିକ ପରିବେଶ
D . ପରିବେଶ
Show Answer
Ans : ଭୌତିକ ପରିବେଶ

Q 6 . ପୃଥିବୀର କଠିନ ଭୂତକ୍ ବା ଶକ୍ତ ଉପରିଭାଗ କୁ —- କୁହାଯାଏ ?
A . ଵାରିମଣ୍ଡଳ
B . ଅଶ୍ମମଣ୍ଡଳ
C. ଜୈବମଣ୍ଡଳ
D . ବାୟୁମଣ୍ଡଳ Show Answer
Ans : ଅଶ୍ମମଣ୍ଡଳ

Q 7 . ବିଭିନ୍ନ ଖଣିଜଦ୍ରବ୍ୟ ଓ ଶିଳାରେ —— ମଣ୍ଡଳ ଗଠିତ ?
A . ଵାରିମଣ୍ଡଳ
B . ଅଶ୍ମମଣ୍ଡଳ
C. ଜୈବମଣ୍ଡଳ
D . ବାୟୁମଣ୍ଡଳ Show Answer
Ans : ଅଶ୍ମମଣ୍ଡଳ

Q 8 . ପୃଥିବୀର ସମସ୍ତ ଜଳରାଶି କୁ —– କୁହାଯାଏ ?
A . ଵାରିମଣ୍ଡଳ
B . ଅଶ୍ମମଣ୍ଡଳ
C. ଜୈବମଣ୍ଡଳ
D . ବାୟୁମଣ୍ଡଳ
Show Answer
Ans : ବାରିମଣ୍ଡଳ

Q 9- ନଦୀ, ହ୍ରଦ, ସମୁଦ୍ର, ମହାସାଗର କୁ ନେଇ —- ଗଠିତ ?
A . ଵାରିମଣ୍ଡଳ
B . ଅଶ୍ମମଣ୍ଡଳ
C. ଜୈବମଣ୍ଡଳ
D . ବାୟୁମଣ୍ଡଳ Show Answer
Ans : ଵାରିମଣ୍ଡଳ

Q 10-ପୃଥିବୀକୁ ଚତୁଦୃଗରେ ଘେରି ରହିଥିବା ପତଳା ଗ୍ୟାସୀୟ ଆବରଣକୁ —– କୁହାଯାଏ ?
A . ଵାରିମଣ୍ଡଳ
B . ଅଶ୍ମମଣ୍ଡଳ
C. ଜୈବମଣ୍ଡଳ
D . ବାୟୁମଣ୍ଡଳ

Show Answer
Ans : ବାୟୁମଣ୍ଡଳ

Q 11-ପୃଥିବୀ —– ବଳ ଯୁଗଁ ବାୟୁମଣ୍ଡଳ ପୃଥିବୀ କୁ ଲାଗିରହିଛି ?
A : ମହାକ୍ରସନ
B : ମାଧ୍ୟାକର୍ଷଣ
C : ଆକର୍ଷଣ
D: କୌଣସିଟି ନୁହେଁ
Ans : ମାଧ୍ୟାକର୍ଷଣ

Show Answer
Hidden content goes here

Q 12-ଗ୍ୟାସ, ଧୂଳିକଣା, ଜଳୀୟବାଷ୍ପ, କୁ ନେଇ —– ଗଠିତ.
A . ଵାରିମଣ୍ଡଳ
B . ଅଶ୍ମମଣ୍ଡଳ
C. ଜୈବମଣ୍ଡଳ
D . ବାୟୁମଣ୍ଡଳ

Show Answer
Ans : ବାୟୁମଣ୍ଡଳ

Q 13-ଉଭୟ ପ୍ରାଣୀ ଓ ଉଦ୍ଭିଦ କୁ ନେଇ—– ଗଠିତ?
A . ଵାରିମଣ୍ଡଳ
B . ଅଶ୍ମମଣ୍ଡଳ
C. ଜୈବମଣ୍ଡଳ
D . ବାୟୁମଣ୍ଡଳ

Show Answer
Ans : ଜୈବମଣ୍ଡଳ

Q 14.କୌଣସି ପରିବେଶ ରେ ରହୁଥିବା ସମସ୍ତ ଜୀବଙ୍କ ମଧ୍ୟରେ ନିର୍ଭଳଶୀଳତା ତଥା ସେମାନଙ୍କ ପରିବେଶ ଅନ୍ତର୍ଗତ ଭୌତିକ ଓ ରାସାୟନିକ ଉପାଦାନ କୁ ନେଇ —- ଗଠିତ?
A : ପରିବେଶ
B: ପରିସଂସ୍ଥା
C : ଉଭୟ A ଓ B
D : କୌନିସିଟି ନୁହେଁ
Show Answer
Ans : ପରିସଂସ୍ଥା

Q 15.June 5 —— ରୂପେ ପାଳନ କର ଯାଇ?
A : ପରିବେଶ ଦିବସ
B : ଶିଶୁଦିବସ
C : ଗୁରୁଦିବସ
D: ଗଣେଶପୂଜା

Show Answer
Ans : ପରିବେଶ ଦିବସ

Q 16. ଟଙ୍କା ର ବ୍ୟବହାର ବିନା ହଉଥିଵା ବେପାର କୁ —– କୁହାଯା ଏ ?
A :ବେପାର
B : ଦ୍ରବ୍ୟବିନିମୟ
C : ଆଦାନପ୍ରଦାନ
D : ବ୍ୟବସାୟ Show Answer
Ans : ଦ୍ରବ୍ୟବିନିମୟ


This post first appeared on Job, please read the originial post: here

Share the post

Class 6 Geography Chapter 1 Odia Medium MCQ

×

Subscribe to Job

Get updates delivered right to your inbox!

Thank you for your subscription

×