Get Even More Visitors To Your Blog, Upgrade To A Business Listing >>

ଆଳୁ ପାଳଙ୍କ

Palanga saga

ସାମଗ୍ରୀ :
ଆଳୁ – ୪ ଟା
ପାଳଙ୍ଗ ଶାଗ – ୨ ବିଡା ଜିରା- ୧/୨ ଚାମଚ
କଞ୍ଚାଲଙ୍ଗା – ୬ ଟା
ବଡ଼ି – ୫ଟା
ସୋରିଷ – ୧ଟେବୁଲ୍‌ ଚାମଚ଼
ପୋସ୍ତ – ୧ ଟେବୁଲ୍‌ ଚାମଚ
ରିଫାଇନ୍‌ ତେଲ କିମା ସୋରିଷ ତେଲ – ୨ ଟେବୁଲ୍‌ ଚାମଚ଼
ପରିମାଣ ଲୁଣ, ହଳଦୀ

ପ୍ରଣାଳୀ :
ଆଳୁ ଚୋପା ଛଡ଼ାଇ ଛୋଟ ଛୋଟ କାଟ । ପାଳଙ୍ଗ ଶାଗ ପରିଷ୍କାର କରି ଧୋଇ ଛୋଟ ଛୋଟ କାଟି ରଖ । କରେଇରେ ତେଲ ଗରମ କରି ବଡ଼ି ଭାଜି ନେଇ ଭଙ୍ଗା ଭଙ୍ଗା କରି ବିଅ । ସୋରିଷ, ପୋସ୍ତ, ଜିରା ଓ ଲଙ୍କା ବାଟି ନିଅ | ଆଳୁ କଟା, ଶାଖ କଟା, ବଟାମସଲା, ବଡ଼ିଖଣ୍ଡ। ଲୂଣ ଓ ହଳଦୀ ତେଲ ମିଶାଇ ସବୁ କରେଇରେ ରଖ । ଶାଗରୁ ବହୁତ ପାଣି ବାହାରିବ । ସେଥପାଇଁ ବେଶୀ ଆଞ୍ଚରେ ପାଣି ଶୁଖାଇବ । ଶାଗ ଓ ଆଳୁ ସିଝିଗଲେ ଓ ପାଣି ଶୁଖଗଲେ ତରକାରି ଓହ୍ଲାଇଦେବ ।



This post first appeared on OdiaWeb - Odisha News, Odia Calendar, Tourism, Odisha Jobs, Recipes, Sms, please read the originial post: here

Share the post

ଆଳୁ ପାଳଙ୍କ

×

Subscribe to Odiaweb - Odisha News, Odia Calendar, Tourism, Odisha Jobs, Recipes, Sms

Get updates delivered right to your inbox!

Thank you for your subscription

×