Get Even More Visitors To Your Blog, Upgrade To A Business Listing >>

କେଶରୀଆ ଫିର୍‌ନୀ

Kesar Phirni

ସାମଗ୍ରୀ :
ମଖାନା – ୨ କପ୍‌
ପାଣି–୧ କପ୍‌
କ୍ଷୀର -୧ ଲିଟର
ଚିନି-୩ ଟେ. ଚାମଚ
ତେଜପତ୍ର – ୧ଟି
କାଜୁ
କିସ୍‌ମିସ୍‌
ଗୁଜୁରାତି ଗୁଣ୍ଡ
ଘିଅ – ୧ ଚାମଚ

ପ୍ରଣାଳୀ :
ମଖାନାକୁ ପାଣିରେ ୭-୮ ମିନିଟ୍‌ ସିଝାଇ ରଖନ୍ତୁ । ତେଜପତ୍ର ପକାଇ କ୍ଷୀରକୁ ମାରି ଅଧା କରନ୍ତୁ । ତେଜପତ୍ର କାଢ଼ି ଚିନି ପକାଇ ମିଶାନ୍ତୁ । ଗୁଜୁରାତି ଗୁଣ୍ଡ ପକାନ୍ତୁ । ପ୍ଯାନ୍‌ରେ ଘିଅ ଗରମ କରି ସିଝା ମଖାନାକୁ ଟିକେ ଭାଜି କ୍ଷୀରରେ ପକାନ୍ତୁ । କାଜୁ କିସ୍‌ମିସ୍‌ ପକାଇ ବହଳିଆ ଟିକେ ହୋଇଗଲେ କାଢ଼ି ପରଶନ୍ତୁ । ( ସହଜରେ ବହଳିଆ କରିବାକୁ ହେଲେ ୧ ଚାମଚ କର୍ଣ୍ଣଫ୍ଲୋର୍‌କୁ ଅଳ୍ପ କ୍ଷୀରରେ ମିଶାଇ ଏଥିରେ ଢାଳି ଗୋଳାନ୍ତୁ ।)



This post first appeared on OdiaWeb - Odisha News, Odia Calendar, Tourism, Odisha Jobs, Recipes, Sms, please read the originial post: here

Share the post

କେଶରୀଆ ଫିର୍‌ନୀ

×

Subscribe to Odiaweb - Odisha News, Odia Calendar, Tourism, Odisha Jobs, Recipes, Sms

Get updates delivered right to your inbox!

Thank you for your subscription

×