Get Even More Visitors To Your Blog, Upgrade To A Business Listing >>

Odia Rasiphala Saturday 28th Nov 2020

ଧନବାନ୍ ହେବେ । ଗୁଣର ସାଗର ଭାବେ ପ୍ରସିଦ୍ଧି ଲାଭ କରିବେ । ରୋଜଗାରୀ ହେବେ । ଶାରୀରିକ ଶକ୍ତିଯୁକ୍ତ ଓ ରୂପବାନ୍ ହୋଇ ହୋଇପାରନ୍ତି । ଜନସାଧାରଣ ଶ୍ରଦ୍ଧାର ପାତ୍ର ହେବେ । ଘାତଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ଚକ୍ଷୁରେ ସାମୟିକ ଭାବେ ଯନ୍ତ୍ରଣା ଉପୁଜି ପାରେ । ବନ୍ଧୁମାନେ ସହଯୋଗ ପରିବର୍ତ୍ତେ କରଛଡ଼ା ଦେଇପାରନ୍ତି । ମଧୁରଭାଷାରେ ପରକୁ ନିଜର କରିବେ ।
ବିଭିନ୍ନ ସ୍ତରରୁ ସହାୟତା ମିଳିବ । ଦୈନନ୍ଦିନ କାର୍ଯ୍ୟ ଉତ୍ସାହପ୍ରଦ ହେବ । ପାରିବାରିକ ସୁଖ ମିଳିବ । ମନୋବଳ ବୃଦ୍ଧି ହେବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିପାରେ । ମନ ପ୍ରସନ୍ନ ରହିବ ।
ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ କାର୍ଯ୍ୟକୁ ଆଗକୁ ବଢ଼ାଇପାରନ୍ତି । କର୍ମତତ୍ପରତା ପ୍ରକାଶ ପାଇବ । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ସରକାରୀ ଧନ ମିଳିବ । ଗୁଣଜ୍ଞ ହେବେ ।
ସଂପର୍କର ସେତୁ ସ୍ଥାପନ କରିପାରନ୍ତି । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । କର୍ତ୍ତବ୍ୟ ପରାୟଣ ହେବେ । ଗୃହ ପରିବେଶ ଶାନ୍ତ ରହିବ । ସର୍ବ ସୁଖ ଆଶା କରାଯାଏ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସର୍ବ ସୁଖ ମିଳିବ ।
ଲକ୍ଷ୍ୟସ୍ଥଳରେ ପହଞ୍ଚିବା କଷ୍ଟସାଧ୍ୟ ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରିୟଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସମ୍ପଦ ମିଳିପାରେ । ବଳବାନ୍ ହୋଇପାରନ୍ତି ।
ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ପାରସ୍ପରିକ ବୁଝାମଣା ଅବ୍ୟାହତ ରହିବ । ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହୋଇପାରନ୍ତି । ଶତ୍ରୁ ଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ରହିବ ନାହିଁ । ପତ୍ନୀଙ୍କ ସହାୟତା ମିଳିବ ।
ମନରେ ଦୁର୍ଭାବନା ଜାତ ହୋଇପାରେ । କଳ୍ପନା ବିଳାସୀ ହୋଇପାରନ୍ତି । ପାରିବାରିକ ସୁଖ ମିଳିବ । କର୍ମତତ୍ପରତା ପାଇବ । କୁଳ ପ୍ରଧାନ ହୋଇପାରନ୍ତି । ମିଷ୍ଟାନ୍ନ ଭୋଜନ ମିଳିପାରେ । ଧନ ସଞ୍ଚୟ କରିପାରନ୍ତି ।
ଶୁଭ ଯୋଗ ଅଛି । ଇଚ୍ଛାଧୀନ କାର୍ଯ୍ୟ କରିପାରନ୍ତି । କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି । ନୈତିକତା ବୃଦ୍ଧି ପାଇବ । କାର୍ଯ୍ୟ ଦକ୍ଷତା ପ୍ରକାଶିତ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ସୁଶୀଳ ଶୁଦ୍ଧ ସ୍ୱଭାବର ହେବେ ।
ଯୋଗାଯୋଗ ଫଳଦାୟକ ହେବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଜିଦ୍‌ଖୋର ମନୋବୃତ୍ତିର ହୋଇପାରନ୍ତି । ନାନାବିଧ ସମ୍ମାନ ଅଧିକାରୀ ହେବେ । ନୃତ୍ୟ ସଙ୍ଗୀତପ୍ରିୟ ହୋଇପାରନ୍ତି ।
ପରିଶ୍ରମ ଯେତେ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ । ନ୍ୟାୟ ପାଇଁ ବିବାଦର ସମ୍ମୁଖୀନ ହେବେ । ସ୍ଥିତି ଅନୁକୂଳ ରହିଛି । କର୍ମଚଞ୍ଚଳ ରହିବେ । ଅସାଧ୍ୟ ସାଧନ ପାଇଁ ଆଗ୍ରହୀ ହେବେ । ମାନ୍ୟତା ପ୍ରାପ୍ତ ହୋଇପାରନ୍ତି ।
କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଶ୍ରମ ସାର୍ଥକ ହେବ । ସମ୍ମାନ ବୃଦ୍ଧି ହେବ । ଚେଷ୍ଟାରେ ସଫଳତା ମିଳିବ । ସର୍ବାଙ୍ଗୀନ ଉନ୍ନତି ହୋଇପାରେ । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିପାରନ୍ତି । ପ୍ରଚୁର ଧନର ଅଧିକାରୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

The post Odia Rasiphala Saturday 28th Nov 2020 appeared first on OdiaWeb- Odia Film, Music, Songs, Videos, SMS, Shayari, Tourism, News.



This post first appeared on OdiaWeb - Odisha News, Odia Calendar, Tourism, Odisha Jobs, Recipes, Sms, please read the originial post: here

Share the post

Odia Rasiphala Saturday 28th Nov 2020

×

Subscribe to Odiaweb - Odisha News, Odia Calendar, Tourism, Odisha Jobs, Recipes, Sms

Get updates delivered right to your inbox!

Thank you for your subscription

×