Get Even More Visitors To Your Blog, Upgrade To A Business Listing >>

Odia Rasiphala Saturday 4th January 2019

ଅନ୍ୟର ନିୟନ୍ତ୍ରଣରେ ରହିପାରନ୍ତି । ବିବାଦରେ ଜଡ଼ିତ ହେବାର ସୂଚନା ମିଳୁଛି । ଅଯଥା ବିତର୍କରେ ଭାଗ ନ ନେଇ ନିରବ ରହିବା ସବୁଠୁଁ ଭଲ । ଚଞ୍ଚଳ ଚେଷ୍ଟିତ ହେବେ । ଖର୍ଚ୍ଚ ପରିମାଣ ବୃଦ୍ଧି ହେବ । ମଧୁର ବାକ୍ୟାଳାପରେ ପରକୁ ଆପଣାର କରିବେ ।
ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସରକାରଙ୍କ କୃପାପାତ୍ର ହେବେ । ବ୍ୟବସାୟ ଭଲରେ ଚାଲିବ ।
ସରକାରୀ ସ୍ତରରେ ସମ୍ମାନିତ ହେବେ । ଶୁଭଖବର ପାଇ ଉତ୍‌ଫୁଲ୍ଲିତ ହେବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ବିବାଦରେ ବିଜୟୀ ହେବେ ।
ଧ୍ୟାନରତ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ସ୍ୱୟଂ ପ୍ରତିଭା ବଳରେ କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଦିନଟି ମଧ୍ୟମ ଧରଣର । ଭକ୍ତି ଗାଥା ଶ୍ରବଣ କରିବେ । ସୁଖ ମିଳିବ ।
ସୁଖ ଭୋଗର ଆଶା ମଉଳି ଯାଇପାରେ । ଅର୍ଥାଭାବ ଦେଖାଦେବାର ସମ୍ଭାବନା ଅଛି । ଅଯଥାରେ ପାରିବାରିକ ଅଶାନ୍ତି ଦେଖାଦେବ । ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ । ସ୍ୱାସ୍ଥ୍ୟ ହାନିର ସଙ୍କେତ ମିଳୁଛି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।
ମନ ପ୍ରସନ୍ନ ରହିବ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି । ପତ୍ନୀଙ୍କ ସହାୟତା ଫଳପ୍ରଦ ହେବ ।
ମନରେ ଅହଂଭାବ ଜାଗ୍ରତ ହେବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ପ୍ରୀତି ହୋଇପାରନ୍ତି । ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହୋଇପାରେ । ଶୁଭ କାର୍ଯ୍ୟ କରଣୀୟ । ଋଣ ପରିଶୋଧ କରିପାରନ୍ତି ।
ବିଚାର-ବିମର୍ଶ କରି କାର୍ଯ୍ୟ କଲେ ସଫଳତା ମିଳିବ । ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବାର ସୁଯୋଗ ସୃଷ୍ଟି ହୋଇଛି । ଶୁଭଖବର ପାଇ ସନ୍ତୁଷ୍ଟ ହେବେ । ଦିନଟି ମଧ୍ୟମ ଧରଣର । ଦାମ୍ପତ୍ୟ ଜୀବନ ସୁଖପ୍ରଦକ ହେବ ।
କୃଷି କର୍ମ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ମଧୁରଭାଷୀ ହେବେ । ଦ୍ରବ୍ୟନଷ୍ଟ ହେବା ପୂର୍ବରୁ ସତର୍କତା ଆବଶ୍ୟକ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି । କଠିନ ପରିଶ୍ରମ ହେଲେ ବି ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲବୁଝାମଣା ରହିବ ।
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ଆପଣଙ୍କ ପକ୍ଷେ ଆନନ୍ଦଦାୟକ ହେବ । ଭଗବତ୍ ଚିନ୍ତନ ଦ୍ୱାରା ସତ୍ୟପଥର ପଥିକ ହେବେ । ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି । ଅଶାନ୍ତିର ଉପଶମ ହେବ । ସରକାରୀ ସ୍ତରରୁ ଲାଭ ମିଳିବ ।
ସାମୟିକ ଭାବେ ଆଳସ୍ୟ ଅନୁଭବ କରିପାରନ୍ତି । ଆକସ୍ମିକ ସମସ୍ୟାକୁ ସମାଧାନ କରିବାରେ ସଫଳ ହେବେ । ଭାଗ୍ୟଶାଳୀ ହେବେ । ନିଃସଙ୍ଗ ଜୀବନଯାପନ କରିପାରନ୍ତି । ଧନାଗମର ସୂଚନା ମିଳୁଛି । ଯାନବାହନ ସୁଖ ମିଳିପାରେ । ମନୋଭାବ ଜିଦ୍‌ଖୋର ହେବ ।
ସମ୍ମାନିତ ହେବାର ସୌଭାଗ୍ୟ ଅଛି । ଭଲ ଆୟ ହେବ । ଚିନ୍ତାଧାରା ଉନ୍ନତମାନର ହେବ । ସରକାରୀ ବା ବନ୍ଧୁ ସହାୟତା ମିଳିପାରେ । ଉତ୍ତମ ଭୋଜନ ପାଇ ଆତ୍ମତୃପ୍ତି ଲାଭ କରିବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

The post Odia Rasiphala Saturday 4th January 2019 appeared first on OdiaWeb- Odia Film, Music, Songs, Videos, SMS, Shayari, Tourism, News.



This post first appeared on OdiaWeb - Odisha News, Odia Calendar, Tourism, Odisha Jobs, Recipes, Sms, please read the originial post: here

Share the post

Odia Rasiphala Saturday 4th January 2019

×

Subscribe to Odiaweb - Odisha News, Odia Calendar, Tourism, Odisha Jobs, Recipes, Sms

Get updates delivered right to your inbox!

Thank you for your subscription

×