Get Even More Visitors To Your Blog, Upgrade To A Business Listing >>

Odia Rashiphala Saturday 26th 2022

କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ବନ୍ଧୁଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକ ଆଗକୁ ବଢ଼ିବାର ଅବସର ପାଇବେ।
ମୁଣ୍ଡରେ ଘୂରି ବୁଲୁଥିବା ନକରାତ୍ମକ ଚିନ୍ତା ସମାପ୍ତ ହୋଇଯିବ। ଧନଲାଭର ନୂଆ ଉତ୍ସ ନଜର ଆସିବ। ବ୍ୟବସାୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ।
ବିପରୀତ ପରିସ୍ଥିତି ଆପଣଙ୍କୁ ବିଚଳିତ କରିପାରିବ ନାହିଁ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ପାଇବେ ଜୀବନସାଥୀ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।
ନୂଆ କାମ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଧାର ଦେଇଥିବା ପଇସା ପାଇବେ। କର୍ମଜୀବୀ ମହିଳାଙ୍କର ପଦୋନ୍ନତି ହେବ। ଶିକ୍ଷାର୍ଥୀଙ୍କୁ ଲେଖାପଢାରେ ଅଧିକ ଧ୍ୟାନ ଦେବାକୁ ହେବ।
ଉନ୍ନତି ଲାଗି ନୂଆ ସୁଯୋଗ ଆସିବ। ଆର୍ଥିକ ସ୍ଥିତି ସ୍ୱଛଳ ରହିବ। ଧାର୍ମିକ କାର୍ଯ୍ୟରେ ଆପଣଙ୍କର ଆସ୍ଥା ଦୃଢ ହେବ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।
ବ୍ୟବସାୟରେ ପ୍ରଗତି ଲାଗି ଦିନଟି ଭଲ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି। ଚାକିରି ସଂପର୍କରେ ଭଲ ଖବର ପାଇପାରନ୍ତି।
ବ୍ୟବସାୟକୁ ନେଇ ଭଲ ଚୁକ୍ତିହେବାର ସମ୍ବାବନା ଅଛି। ଅନ୍ତରଙ୍ଗ ବନ୍ଧୁ ସହ ସାକ୍ଷାତ ହେବ। ବ୍ୟାଙ୍କରୁ ଅର୍ଥ ନେବା ସମୟରେ ସାବଧାନ ରୁହନ୍ତୁ। ପରିବାର ଖୁସି ରହିବ।
ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ନୂଆ କାମ ଆରମ୍ଭ କରିବା ଯୋଗୁଁ ଘର ଲୋକ ଖୁସି ହେବେ। ବିଦ୍ୟାର୍ଥୀ ଲେଖାପଢା ନେଇ ଗମ୍ଭୀର ହେବେ।
ଉନ୍ନତି ଲାଗି ନୁଆଁ ସୁଯୋଗ ଆସିବ। ଆର୍ଥିକ ସ୍ଥିତି ସୃଚ୍ଛଳ ରହିବ। ଧାର୍ମିକ କାର୍ଯ୍ୟରେ ଆପଣଙ୍କର ଆସ୍ତା ଦୃଢ଼ ହେବ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।
ବ୍ୟବସାୟରେ ପ୍ରଗତି ଲାଗି ଭଲ ଦିନଟିଏ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି। ଚାକିରି ସଂପର୍କରେ ଭଲ ଖବର ପାଇପାରନ୍ତି।
ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ବାବନା ଅଛି। ଅନ୍ତରଙ୍ଗ ବନ୍ଧୁ ସହ ସାକ୍ଷାତ ହେବ। ବ୍ୟାଙ୍କରୁ ଅର୍ଥ ନେବା ସମୟରେ ସାବଧାନ ରୁହନ୍ତୁ। ପରିବାର ଖୁସି ରହିବ।
ଆପଣଙ୍କର ଧ୍ୟାନ ଅଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ନୂଆ କାମ ଆରମ୍ବ କରିବା ଯୋଗୁଁ ଘର ଲୋକ ଖୁସି ହେବେ। ବିଦ୍ୟାର୍ଥୀ ଲେଖାପଢ଼ା ନେଇ ଗମ୍ବୀର ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022



This post first appeared on OdiaWeb - Odisha News, Odia Calendar, Tourism, Odisha Jobs, Recipes, Sms, please read the originial post: here

Share the post

Odia Rashiphala Saturday 26th 2022

×

Subscribe to Odiaweb - Odisha News, Odia Calendar, Tourism, Odisha Jobs, Recipes, Sms

Get updates delivered right to your inbox!

Thank you for your subscription

×