Get Even More Visitors To Your Blog, Upgrade To A Business Listing >>

ନାନ୍ ଖଟାଇ

naanr ecipe

ସାମଗ୍ରୀ :
ମଇଦା – ୧ କପ୍‌
ଚିନିଗୁଣ୍ଡ- ୨/୩ କପ୍‌
ଅଣ୍ଡା – ୨ଟି
ବେକିଂ ପାଉଡ଼ର- ୧ ଚାମଚ
ବଟର- ୧ କପ୍‌
ଲୁଣ-୧/୩ ` ଚାମଚ
ଦହି – ୧/୨ କପ୍
କ୍ଷୀର – ଦରକାର ହେଲେ

ପ୍ରଣାଳୀ :
ମଇଦା, ଲୁଣ, ବେକିଂ ପାଉଡ଼ରକୁ ଚଳାଇ ରଖନ୍ତୁ । ବଟରରେ ଚିନି ମିଶାଇ ଫେଣ୍ଟି, ଅଣ୍ଡା ପକାଇ ଖୁବ୍‌ ଫେଣ୍ଟନ୍ତୁ । ଦହିରେ ମିଶାଇ ମଇଦା ଓ ଅଣ୍ଡା ଫେଣ୍ଡା ସବୁକୁ ଏକାଠି ଦଳି ଅଟା ଚକଟା ପରି କରି ରଖନ୍ତୁ । ୧/୨ ଘଣ୍ଟା ପରେ ନାନ୍‌ଖଟାଇ ଛାଞ୍ଚରେ ତେଲ ଦେଇ ଏଗୁଡ଼ିକୁ ଚାପି ଓଭାନରେ ୩୦ ରୁ ୪୦ ମିନିଟ୍‌ ବେକ୍‌ କରନ୍ତୁ। କାଢ଼ି ଓଲଟାଇ ନାନ୍‌ଖଟାଇକୁ ଛାଞ୍ଚରୁ କାଢ଼ନ୍ତୁ । ଥଣ୍ଡା କରି ଉପରେ ଜେଲି ଲଗାଇ ସର୍ଭ କରନ୍ତୁ । ଏହା ବେଶ୍‌ କିଛି ଦିନ ରହିଯିବ ।



This post first appeared on OdiaWeb - Odisha News, Odia Calendar, Tourism, Odisha Jobs, Recipes, Sms, please read the originial post: here

Share the post

ନାନ୍ ଖଟାଇ

×

Subscribe to Odiaweb - Odisha News, Odia Calendar, Tourism, Odisha Jobs, Recipes, Sms

Get updates delivered right to your inbox!

Thank you for your subscription

×