Get Even More Visitors To Your Blog, Upgrade To A Business Listing >>

Odia Rashiphala Wednesday 7th September 2022

ବାକିଥିବା କାମ ସଂପୂର୍ଣ୍ଣ ହୋଇଯିବା କାରବାର ବୃଦ୍ଧି ପାଇଁ ଦିନଟି ଭଲ। ଜୀବନସାଥୀଙ୍କୁ ଭଲ ଉପହାର ଦେବା ପାଇଁ ଯୋଜନା କରିପାରନ୍ତି। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ସପରିବାର ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଜୀବନସାଥୀଠୁଁ ଭଲ ଖବର ଶୁଣିବାକୁ ପାଇବେ। ଘରୋଇ ଚାକିରିଆଙ୍କର ଦରମା ବୃଦ୍ଧି ହେବାର ଯୋଗ ଅଛି।
କୌଣସି ମାମଲା ନେଇ ଚିନ୍ତିତ ରହିବେ। ଭାବିଚିନ୍ତି ବ୍ୟବସାୟରେ ଭାଗୀଦାରି କରନ୍ତୁ। ଇଂଜିନିୟର ଛାତ୍ରଙ୍କ ଲାଗି କୌଣସି ଜଂପାନି ଚାକିରିର ସୁଯୋଗ ଆସିବ।
କାରବାରରେ ଲାଭ ପାଇବେ। ଆପଣଙ୍କ ବୁଦ୍ଧିମତ୍ତା ବିରୋଧୀମାନଙ୍କୁ ଦୂରରେ ରଖିବ। ଓକିଲଙ୍କୁ ବଡ଼ ମକଦ୍ଦମାରେ ସଫଳତା ମିଳିବ।
ଅଧୁରା କାମ ସଂପୂର୍ଣ୍ଣ ହେବ। ସାମାଜିଜ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଉନ୍ନତି ହୋଇପାରେ। ଜୀବନସାଥୀଙ୍କ ଭାବନା ବୁଝିବାକୁ ଚେଷ୍ଟା କରିବେ
ବ୍ୟବସାୟରେ ଅଗ୍ରଗତି ଲାଗି ନୂଆ ସୁଯୋଗ ପାଇବେ। କୌଣସି ବ୍ୟକ୍ତିଙ୍କ ସହ ବନ୍ଧୁତା ହେବ କୋର୍ଟ କଚେରି ମାମଲାରେ ଜିତିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।
ଆପଣଙ୍କର ମକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। ବାକିଥିବା ସରକାରୀ କାମ ପୂରା ହୋଇଯିବା ଦାମ୍ପତ୍ୟ ଜୀବନରେ ଆପୋସ ସାମଞ୍ଜସ୍ୟ ଭଲ ରହିବ।
ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ କାରବାରରେ ଉନ୍ନତି ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ସାଙ୍ଗସାଥୀ ମେଳରେ ଆପଣଙ୍କ ବ୍ୟକ୍ତିତ୍ୱ ନିଆରା ରହିବ।
କାମରେ ମନ ଲାଗିବା ଯୋଗୁଁ କାରବାର ବୃଦ୍ଧି ପାଇବ। ଦରମା ବଢ଼ିପାରେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭପ୍ରଦ। ପ୍ରିୟ ବନ୍ଧୁ ସହ ବାହାରକୁ ବୁଲି ଯିବେ।
କାମର ବୋଝ ଅଧିକ ହୋଇପାରେ କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ। ଘରେ ସୁଖ ସମୃଧି ବୃଦ୍ଧି ପାଇବ। ବ୍ୟବସାୟର ପ୍ରଗତି ଲାଗି ଭଲ ଦିନଟିଏ।
କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ ଲେଖକଙ୍କ ବିଚାରର ସମ୍ମାନ ହେବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022



This post first appeared on OdiaWeb - Odisha News, Odia Calendar, Tourism, Odisha Jobs, Recipes, Sms, please read the originial post: here

Share the post

Odia Rashiphala Wednesday 7th September 2022

×

Subscribe to Odiaweb - Odisha News, Odia Calendar, Tourism, Odisha Jobs, Recipes, Sms

Get updates delivered right to your inbox!

Thank you for your subscription

×