Get Even More Visitors To Your Blog, Upgrade To A Business Listing >>

ଭେଜିଟେବୁଲ୍ ପଲାଉ

Vegetable Pulao

ସାମଗ୍ରୀ :
ଅରୁଆ ଚାଉଳ – ୨ କପ୍‌
ପାଣି – ୪ କପ୍‌
ଗାଜର – ଗୋଟିଏ
ଫୁଲକୋବି – ୪ ପାଖୁଡ଼ା
ମଟର ମଣ – ମୁଠାଏ
ରିଫାଇନ୍‌ ତେଲ- ୨ ଟେବୁଲ୍‌ଚାମଚ଼
ଜିରା – ୧ ଚା ଚାମଚ଼
ଡାଲଚିନି – ବଡ ଖଣ୍ଡେ
ଗୁଜରାତି -୨ଟା
ଗୋଲମରିଚ଼ – ୬ଟା
ଲବଙ୍ଗ – ୪ଟା
ତେଜପତ୍ର – ୬ଟା
ପରିମାଣ ଅନୁସାରେ ଲୁଣ, ହଳଦୀ

ପ୍ରଣାଳୀ :
ଗାଜର, ଫୁଲକୋବି ଚୂନା ଚୂନା କାଟି ରଖ | ପ୍ରେସର କୁକ୍‌ରରେ ତେଲ ଗରମ କରି ଜିରା, ଡାଳଚିନି, ଗୁଜରାତି, ଗୋଲମରିଚ, ଲବଙ୍ଗ ଓ ତେଜପତ୍ର ପକାଅ | ସେଥିରେ ଚାଉଳ, କଟା ପରିବା, ମଟରମଞ୍ଜି, ଲୁଣ ଓ ହଳଦୀ ପକାଇ ଅଳ୍ପ ଭାଜି ନିଅ | ଭାଜିଲା ପରେ ପାଣି ପକାଇ କୁକ୍‌ରରେ ଢାଙ୍ଗୁଣୀ ଦେଇଦିଅ । କୁକର୍‌ରେ ସୁଁ ଶବ୍ଦ ହେବା ମାତ୍ରେ କୂକର୍‌କୁ ଗ୍ୟାସ୍‌ରୁ ଉଠାଇ ନିଅ । ପ୍ରେସରରୁ ଶବ୍ଦ ବନ୍ଦ ହେଵା ପରେ କୁକର୍ ଖୋଲି ଖାଇବାକୁ ଦେବ ।



This post first appeared on OdiaWeb - Odisha News, Odia Calendar, Tourism, Odisha Jobs, Recipes, Sms, please read the originial post: here

Share the post

ଭେଜିଟେବୁଲ୍ ପଲାଉ

×

Subscribe to Odiaweb - Odisha News, Odia Calendar, Tourism, Odisha Jobs, Recipes, Sms

Get updates delivered right to your inbox!

Thank you for your subscription

×